ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଧୂର୍ବନନ୍ଦ ଦାସ| ବହୁ ଚର୍ଚିତ କଣ୍ଠଶିଳ୍ପୀ ଧୂର୍ଵନନ୍ଦ ଦାସ ଙ୍କ ପରଲୋକ.
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କ୍ଷେତ୍ରପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମରେ ଶୋକର ଛାୟା ଆଜି ଖେଳି ଯାଇଛି ଅସ୍ମିତ ଆଜି ସେହି କଣ୍ଠଶିଳ୍ପୀ ଧୂର୍ଵନଦ୍ଧ ଦାସ.ଆଜି ସଖାଳେ ତାଙ୍କର ଦେହ ଅଧିକ ଗୁରୁତର ହେବାରୁ ତାଙ୍କୁ ପାଖ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ରକ୍ତ କର୍କଟ ରେ ପୀଡିତ ଥିଲେ ଧୂର୍ବନନ୍ଦ ଦାସ।
ଆଜି ଦିନ 1:35 ସମୟରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶାର ଦିଶା ସଙ୍ଗଠନ ର ସଦସ୍ୟ ମାନଙ୍କ ପ୍ରଚେଷ୍ଟା ରେ ଅନେକ ସହାୟତା ପାଇବା ସହ ଶେଷ ଇଚ୍ଛା ଥିଲା ଏକ ସଙ୍ଗୀତ ଷ୍ଟୁଡ଼ିଓ ରେ ଗାଇବା ପାଇଁ ଯାହା ଆଶାର ଦିଶା ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା ଓ ଜୟଶ୍ରୀ ଧଳଙ୍କ ପ୍ରଚେଷ୍ଟା ରେ ଧୁର୍ବନନ୍ଦ ଦାସ କିଛି ମାସ ତଳେ ଗଡେଇ ନବୁ ମୋ ସଂସାର ରଥ ସଙ୍ଗୀତ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିବା ସହ
ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତା ର ହାତବଢାଇଥିଲେ। ହେଲେ ଭାଗ୍ୟ ର ବିଡ଼ମ୍ବନା ଆଜି ସମସ୍ତଙ୍କୁ ଛାଡି ଇହଲୀଳା ତ୍ୟାଗ କଲେ ଧୂର୍ଵନଦ୍ଧ ଦାସ