ଏମ୍ସ୍ ଡାକ୍ତର ଵିନୋଦଙ୍କ ପରାମର୍ଶ ,ସମସ୍ତ ପରିବାରର ସଦସ୍ୟଗଣ କୃପାକରି ଧ୍ୟାନ ଦିଅନ୍ତୁ !
୧. କେବେ ବି ଖାଲି ପେଟରେ ରହନ୍ତୁ ନାହିଁ।
୨. ଉପବାସ କରନ୍ତୁ ନାହିଁ।
୩. ପ୍ରତ୍ଯହ ଏକ ଘଣ୍ଟା ସୂର୍ଯ୍ୟ କିରଣ ସେଵନ କରନ୍ତୁ।
୪. ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରର ଵ୍ଯବହାର କରନ୍ତୁ ନାହିଁ।
୫. ଗରମ ପାଣି ପିଅନ୍ତୁ, ଗଳାକୁ ଆଦ୍ର ରଖନ୍ତୁ।
୬. ସୋରିଷ ତେଲ ନାକରେ ଲଗାନ୍ତୁ।
୭. ଘରେ ଶ୍ରୀକର୍ପୁର ଓ ଗୁଗ୍ ଗୁଳ ଜାଳନ୍ତୁ। ଆପଣ ସୁରକ୍ଷିତ ରହନ୍ତୁ। ଘରେ ରହନ୍ତୁ।
୮. ପ୍ରତ୍ୟେକ ପରିବା ରାନ୍ଧିବା ସମୟରେ ସେଥିରେ ଅଧା ଚାମଚ ଶୁଣ୍ଠି ଗୁଣ୍ଡ ପକାନ୍ତୁ।
୯. ରାତିରେ ଦହି ଖାଆନ୍ତୁ ନାହିଁ।
୧୦. ରାତିରେ ହଳଦି ପକାଇ ଏକ ଏକ କପ ଦୁଧ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ଏବଂ ନିଜେ ମଧ୍ୟ ପିଅନ୍ତୁ ।
୧୧. ଯଦି ସମ୍ଭବ ହୁଏ, ତାହାହେଲେ ଏକ ଚାମଚ ଲେଖାଁ ଚ୍ଯବନପ୍ରାସ ଖାଆନ୍ତୁ।
୧୨. ଘରେ ଶ୍ରୀକର୍ପୁର ଏବଂ ଲଵଙ୍ଗ ପକାଇ ଧୂଆଁ ଦିଅନ୍ତୁ।
୧୩. ସକାଳର ଚା’ ରେ ଏକ ଗୋଟି ଲବଙ୍ଗ ପକାଇ ପିଅନ୍ତୁ।
୧୪. ଫଳ ମଧ୍ୟରେ କେବଳ କମଳା ଅଧିକରୁ ଅଧିକ ଖାଆନ୍ତୁ।
୧୫. ଅଁଳା ଯେ କୌଣସି ରୂପରେ, ସେ ଆଚାର ବା ମିଠାପାଗ ବା ଚୂର୍ଣ୍ଣ ଇତ୍ୟାଦି ହୋଇଥାଉନା କାହିଁକି – ତାକୁ ଖାଆନ୍ତୁ।
ଯଦି ଆପଣ କରୋନାକୁ ହରାଇବାକୁ ଚାହଁନ୍ତି, ତାହାହେଲେ କୃପାକରି ଏ ସବୁକୁ ନିଜର କରିନିଅନ୍ତୁ| ଆପଣ ସମସ୍ତଙ୍କୁ ହାତ ଯୋଡ଼ିକରି ପ୍ରାର୍ଥନା କରାଯାଉଛି କି, ଆପଣଙ୍କ ସମସ୍ତ ପରିଚିତଙ୍କ ନିକଟକୁ ମଧ୍ୟ ଏହି ସୂଚନା ପ୍ରେରଣ କରନ୍ତୁ। ଦୁଧରେ ହଳଦି ଆପଣଙ୍କ ଶରୀରରେ Immunity ବା ରୋଗପ୍ରତିରୋଧକଶକ୍ତି ବଢ଼ାଇବ।
ସମସ୍ତ ସୂଚନା ପ୍ରଯୁକ୍ତି ର ସଂସ୍ଥା ଗୁଡ଼ିକ ଏହାର ଖୁବ୍ ପ୍ରସାର କରନ୍ତୁ। ସମସ୍ତଙ୍କୁ ମୋର ପ୍ରାର୍ଥନାକି, ପୁନର୍ବିଚାର କରି ଏହି ବାର୍ତ୍ତାକୁ ଅଧିକରୁ ଅଧିକ ପ୍ରସାର କରନ୍ତୁ।