ଓଡିଶା ରେ ଆଜି ଅନେକ ସ୍ମାର୍ଟଫୋନରେ ଟେଷ୍ଟ ଫ୍ଲାସ ପଠାଯାଇ ଏହାର ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରାଯାଇଛି।
ଓଡିଶା ରେ ଆଜି ଅନେକ ସ୍ମାର୍ଟଫୋନରେ ଟେଷ୍ଟ ଫ୍ଲାସ ପଠାଯାଇ ଏହାର ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରାଯାଇଛି। ଉପଭୋକ୍ତାମାନେ ସେମାନଙ୍କ ଫୋନରେ ଏକ ଜରୁରୀକାଳୀନ ଆଲର୍ଟ: ଭୟଙ୍କର ‘ଫ୍ଲାସ୍ ସହିତ ଏକ ଉଚ୍ଚ ସ୍ୱର ଶୁଣିଥିବେ |ଏହା ହେଉଛି ଟେଲିକମ୍ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା। ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ କାରଣ ଆପଣଙ୍କ ଶେଷରୁ କୌଣସି କାର୍ଯ୍ୟ ଆବଶ୍ୟକ ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ।ଏହା ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବା ଏବଂ ଜରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଫ୍ଲାସ୍ ମେସେଜ ରେ କୁହାଯାଇଛି।