11kv ରେ ଚାଲିଗଲା ଛାତ୍ର ଙ୍କ ଜୀବନ
ଦୁଃଖଦ ଘଟଣା ଜଣେ ଛାତ୍ର ଘରୋଇ କଲେଜ ଛାତ୍ରାବାସ ଯାହା ବଜାର ମଧ୍ୟରେ ଥିଲା ସେଥିରେ ଛାତ ଉପରେ ଜଣେ ଛାତ୍ର ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ କାଲି ରାତିରେ ଜଳି ଗଲେ ଆଉ ଉକ୍ତ ଛାତି ଥରା ଦୃଶ୍ୟ ଦେଖି ଅନେକ ପିଲା ଭୟରେ ବେହୋସ ହୋଇ ମାର୍ଶାଘାଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ। କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ର ଅପାରଗତା ଓ ଦାୟିତ୍ୱ ହୀନତା ପାଇଁ ମାଳ ମାଳ ଘରୋଇ କଲେଜ ସହ ବେଆଇନ ଭାବରେ ଶହ ଶହ ଘରୋଇ ହଷ୍ଟେଲ ବିନା ସରକାରୀ ଅନୁମତି ରେ ଆଉ ଅନୁପଯୁକ୍ତ ସ୍ଥାନରେ ମଧ୍ୟ।ହେଲେ ଶୁଣିବାକୁ ମିଳୁଛି ଉକ୍ତ ଘରୋଇ ବିଦ୍ୟାଳୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଏକାନ୍ତ କାମ୍ୟ ଅନୁଗତ ତଥା ନିର୍ବାଚନ ବେଳେ ଚାନ୍ଦା ଦେଉଥିବା ଲୋକଙ୍କ ହୋଇଥିବା ବେଳେ ମୃତକ ଛାତ୍ରଙ୍କ ପିତା ଓ ପରିବାର ମଧ୍ୟ ମନ୍ତ୍ରୀଙ୍କ ଏକାନ୍ତ ଅନୁଗତl ତେଣୁ ଏହି ଘଟଣା ଉପରେ ଆପୋଷ ସମାଧାନ ହେବାର ଅନେକ ସମ୍ବାବନା !!!ଦେଖିବାକୁ ବାକି ରହିଲା ପିଲାଟିର ଜୀବନ ଗଲା ପରେ ମନ୍ତ୍ରୀ କେମିତି ଉକ୍ତ ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା
ମହାକାଳପଡ଼ା ରୁ ଚଦ୍ରକାନ୍ତ ପରିଡା ଙ୍କ ସହିତ ପାଟକୁରା ରୁ ଭୀମସେନ ଦାସ ଙ୍କ ରିପୋର୍ଟ stv news odisha